ସାହିତ୍ୟ ହେଉଛି ସମାଜ ଗଠନର ମୂଳମନ୍ତ୍ର

- Advertisement -

ବ୍ୟାସନଗର  : ସ୍ଥାନୀୟ ଭିମସେନ୍ ପ୍ଯାଲେସ୍ ଠାରେ ପୂଜ୍ଯ ପୂଜା ସଂସଦର ପଞ୍ଚମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ଅଧ୍ୟାପକ ଗୌରାଙ୍ଗ ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମେଜର ଡଃ ସେକ୍ ଅବୁତାହେର୍ ,ଶିକ୍ଷାବିତ ଶ୍ରୀଯୁକ୍ତ ଆଶିଷ କୁମାର ରାୟ , ଆଇନଜୀବୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର  ପଣ୍ଡା ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ସମାଜରେ  ବିଭିନ୍ନ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ କରୁଥିବା ବହୁ ବ୍ୟକ୍ତିଙ୍କୁ ଉପଢୌକନ , ମାନପତ୍ର ଓ ପୂଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles