କୋହଳ ହେଲା ଟ୍ରାଫିକ ନିୟମ….

- Advertisement -

ଭୁବନେଶ୍ବର : ଫାଇନ ଆଦାୟ କରୁଥିବା ଅଫିସରଙ୍କ ଉପରେ ଚଡକ। ତ୍ରୁଟିପୂର୍ଣ୍ଣ ଉପାୟରେ ଫାଇନ କାଟିବା କଥା ଯଦି ସତ ହୁଏ, ଫାଇନର ଦୁଇ ଗୁଣ ଅର୍ଥ ଦେବେ ସମ୍ପୃକ୍ତ ଅଧିକାରୀ। ଯଦି ଚାଲନ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରନ୍ତି, ତେବେ ଫାଇନ ଦେବାକୁ ପଡିବ ନାହିଁ। ଆଉ ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ଚେକିଂ ନିୟମ। ଅନେକ ବଦଳରେ ଗୋଟିଏ ଫାଇନ ପାଇଁ ଯୋଜନା ହେଉଛି। 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ସୂଚନା ଦେଇଛନ୍ତି ଜି.ଶ୍ରୀନିବାସ, ପ୍ରମୁଖ ଶାସନ ସଚିବ, ସଡ଼କ ଓ ପରିବହନ ବିଭାଗ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles