ଭାଇଙ୍କ ଶୁଭ ମନାସୀ ମାଁ ଙ୍କୁ ଆବାହନ କଲେ କୁଆଁରୀ ଝିଅ
- ବ୍ୟାସନଗର: ଓଡିଶା ର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଆଜିଠାରୁ ଆରମ୍ଭ ହୋଇଛି ମାଁ ଖୁଦୁରୁକୁଣୀ ଙ୍କ ପୂଜା ।ଓଡିଆ ଘରର ପରମ୍ପରା ସ୍ବରୂପ ଏହି ପୂଜା ଓଡିଆ ଘରର କୁଆଁରୀ ଝିଅ ମାନେ ନିଜ ଭାଇ ମାନଙ୍କ ଶୁଭ ମନାସୀ ଏହି ପୁଜା ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପୁଜା ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy