ଅଗଷ୍ଟ 15 ଭିତରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

- Advertisement -

ଭୁବନେଶ୍ୱର : ଅଗଷ୍ଟ ମାସ 20 ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ  l ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ଯୁକ୍ତ ଦୁଇ ଖାତା ଦେଖା ଚାଲିଛି। ଫଳାଫଳ ସମୟ ଏବେ କହି ହେବନି। ହୁଏତ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ଅଗଷ୍ଟ 15 ଭିତରେ ନହେଲେ ଅଗଷ୍ଟ ତୃତୀୟ ସପ୍ତାହରେ ବାହାରିବ। କଳା ଫଳାଫଳ ଅଗଷ୍ଟ ଶେଷ ସପ୍ତାହରେ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles