5T ର ସଂଜ୍ଞା ବୁଝାଇଲେ ବିଧାୟକ ଅମର ଶତପଥୀ…..

- Advertisement -

ଭୁବନେଶ୍ୱର :  ଧ୍ୟାନ ଆକର୍ଷଣ ନୋଟିସ ବେଳେ ଅମର ଶତପଥୀଙ୍କ ପ୍ରତିକ୍ରିୟା। ଏହା ଏକ ବୈଶିକ ମହାମାରୀ। ଏଭଳି କଥା ଉଠୁଛି ଯେପରି ଆମେ ଡାକି ଆଣୁଛୁ। ସରକାର ଚଞ୍ଚଳ ହୋଇ ସାଧାରଣ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି।ସବୁ ଜୀବନ ମୂଲ୍ୟବାନ।ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇଛି। ମୁକାବିଲା ରେ ଓଡିଶା ମଡେଲ ଷ୍ଟେଟ।ଅନ୍ୟ ମାନେ ଅନୁକରଣ କରୁଛନ୍ତି।କୋଭିଡ ମୁକବିଳାରେ 5T ର ସଂଜ୍ଞା ବୁଝାଇଲେ ଅମର ଶତପଥୀ।ରାଜ୍ୟ ସରକାର ଟେଷ୍ଟି ହେଉଛି,ଟ୍ରେସିଂ,ଟେଲିନେଡିସିନ,ଟ୍ରିତମେଣ୍ଟ,ଟ୍ରାନସାରେନ୍ସୁ କୁ ଗୁରୁତ୍ୱ ଦେଉଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ତଥ୍ୟ ପ୍ରଦାନ କରୁଛନ୍ତି। ମାନବ ସମାଜ ପାଇଁ ଚ୍ୟାଲେନଜ।
କରୋନା ଏକ ଅଜଣା ରୋଗ। contact ରେ ରୋଗ ହେଇ ଯାଉଛି। ସରକାର ସ୍ଥାଣୁ ନୁହେଁ ଚଳଚଞ୍ଚଳ। ସିଏମ ଦୂରଦୃଷ୍ଟି ସମ୍ପନ୍ନ। ମୃତ୍ୟୁହାର କମ ଓ ପଜିଟିଭ କମ। କରୋନାରେ ଓଡିଶା ମଡେଲ। ସବୁଥିରେ ସରକାର ସ୍ଵଛତା ରଖିଛନ୍ତି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରତିକ୍ରିୟା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles