ବିଜେଡ଼ି ୭ନେତାଙ୍କୁ ୩୦ ଜିଲ୍ଳାର ଦାୟିତ୍ୱ

- Advertisement -

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୭ଜଣ ନେତାଙ୍କୁ ୩୦ଟି ଜିଲ୍ଳାର ସଭ୍ୟ ସଂଗ୍ରହ ଅଭିଯାନର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ବରିଷ୍ଠ ଓ ଯୁବନେତାଙ୍କୁ ଏହି ଗୁୁ ଦାୟିତ୍ୱ ମିଳିଛି । ତେବେ କେଉଁ ନେତାଙ୍କୁ କେଉଁ ଜିଲ୍ଳାର ଦାୟିତ୍ୱ ମିଳିଚି ନଜର ପକାନ୍ତୁ ।
୧ – ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ବିଜେଡ଼ି – ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବଲାଙ୍ଗୀର,ସୁବର୍ଣ୍ଣପୁର,
୨- ଦେବୀ ପ୍ରସାଦ ମିଶ୍ର-ଉପସଭାପତି ବିଜେଡ଼ି – ଢେଙ୍କାନାଳ, ଅନୁଗୁଳ, କଟକ
୩- ପ୍ରତାପ ଦେବ, ମୁଖପାତ୍ର- ନୁଆପଡ଼ା,କଳାହାଣ୍ଡି, ବୌଦ୍ଧ, କନ୍ଦମାଳ,
୪- ପ୍ରମିଳା ମଲ୍ଲିକ- ଉପସଭାନେତ୍ରୀ – ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହ ପୁର
୫- ସଂଜୟ ଦାସ ବର୍ମା- ସାଧାରଣ ସମ୍ପାଦକ- ନବରଙ୍ଗପୁର,କୋରାପୁଟ,ମାଲକାନଗିରି, ରାୟଗଡ଼ା, ଗଜପତି
୬- ପ୍ରଦୀପ ପାଣୀଗ୍ରାହୀ- ସାଧାରଣ ସମ୍ପାଦକ- ଗଂଜାମ,ଖୋର୍ଦ୍ଦା, ପୁରୀ, ନୟାଗଡ଼
୭- ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ – ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ,

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles