() ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଙ୍କ ସହ କଥା ହେଲେ। ବିଜେଡି ର ସଙ୍ଗଠନ ସମ୍ପାଦକ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ନରସିଂହ ଙ୍କୁ ଭେଟି ଆଲୋଚନା କରିଛନ୍ତି।ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସ ର ବିଧାୟକ ଏବଂ ପିସିସି ସଭାପତି ଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ମଧ୍ୟ ଦଳର ନେତା ଭେଟିବେ। ଦଳମତ। ନିର୍ବିଶେଷରେ ଦ୍ରୈପଦୀ ମୁର୍ମୁ ଙ୍କୁ ସମସ୍ତେ ଭୋଟ ଦେବେ ସେନେଇ ବିଜେଡି ଉଦ୍ୟମ କରିବ।
ପ୍ରଣବ ପ୍ରକାଶ ଦାସ, ବିଜେଡି ସଙ୍ଗଠନ ସମ୍ପାଦକ
ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କର୍ମେ ପିସିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳ ରାଜ୍ଯ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ, ପ୍ରଣବ ବଳବନ୍ତ ରାୟ l ଭେଟିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ପ୍ରତିକ୍ରିୟା
ପିସିସି ସଭାପତି ଙ୍କ ସହ ଆଲୋଚନା କଲୁ l ଓଡ଼ିଆ ଝିଅ କୁ ବିଜୟ କରିବା ପାଇଁ ସମର୍ଥନ ମାଗିଲୁ l ପିସିସି ସଭାପତି କହିଛନ୍ତି ତାଙ୍କ ଦଳୀୟ ନେତାଙ୍କ ସହ ଆଲୋଚନା କରି ସେ ଯାହା ନିଷ୍ପତ୍ତି ନେବେ l
ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୋପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ନେଇ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ କଥା ହେବା ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା।ନବୀନ ଙ୍କ ଶହ ନିଜେ ଦ୍ରୋପଦି ମୁର୍ମୁ ଏଂବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋ ଶହ କଥା ହୋଇ ସମର୍ଥନ ମାଗିଛନ୍ତି l
ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୋପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ନେଇ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ କଥା ହେବା ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା। ନବୀନ ଙ୍କ ଶହ ନିଜେ ଦ୍ରୋପଦି ମୁର୍ମୁ ଏଂବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋ ଶହ କଥା ହୋଇ ସମର୍ଥନ ମାଗିଛନ୍ତି l
ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା ,
ବିଜେଡି ପ୍ରତିନିଧି ଦଳ ମତେ ଭେଟିଲେ l ତାଙ୍କର ପାର୍ଥି ଙ୍କୁ ଭୋଟ ଦେବା ପାଇଁ କହିଲେ l ଆମ ଦଳର ଗୋଟେ ଷ୍ଟାଣ୍ଡ ଅଛି l ଦଳୀୟ ନେତାଙ୍କ ସହ ଆଲୋଚନା କରିବି l ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ l ମୁଁ ବିଧାୟକ ମାନଂକ ସହ ଆଲୋଚନା କରିବି l