ବିଜେପୁର ନେଇ କଣ କହିଲେ ବିଜେଡି ନେତା ପ୍ରଭାସ ସିଂହ

- Advertisement -

ଭୁବନେଶ୍ୱର : ବିଜେପୁର ଆସନରୁ ଛିଡା ହେବା ପାଇଁ ଆଶାୟୀ ଥିବା କଥା କହିଲେ ବିଜେଡି ନେତା ପ୍ରଭାସ ସିଂ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଛି ବୋଲି ସେ କହିଛନ୍ତି । ରାଜନୀତିରେ ଅଛି ଦଳ ପାଇଁ କାମ କରୁଛି ତେଣୁ ଟିକେଟ ପାଇଁ ଆଶାୟୀ ହେବା ସ୍ୱାଭାବିକ ବୋଲି ପ୍ରବାସ ସିଂହ କହିଛନ୍ତି । ସେ ବିଜେପୁର ନିର୍ବାଚନ ମଣ୍ଡଳୀର ବାସିନ୍ଦା ବୋଲି କହିଛନ୍ତି ପ୍ରଭାସ ସିଂ । ଗଣମାଧ୍ୟମରେ ଏ ନେଇ ପ୍ରତିକ୍ରିୟା ରଖି ନିଜର ମନକଥା କହିଛନ୍ତି । ପ୍ରଭାସ 2014 ରୁ 2019 ବରଗଡ଼ ର ସାଂସଦ ଥିଲେ,ତେବେ ବିଜେପୁରରେ ନବୀନ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles