ଭୁବନେଶ୍ୱର : ମଦ ଖାଇ ବିଧାନସଭା ଆସିଲେ ଚାକିରୀ ଯିବା ବୋଲି ଵାଚସ୍ପତି କହିଛନ୍ତି । ଏହାସହ ବିଧାନସଭାରେ ପାନ , ସିଗାରେଟ ଖାଇବା ବି ମନା। ଛେପ ପକାଇବା କୁ ବି ବାରଣ କରାଯାଇଛି । ଯଦି କୌଣସି କର୍ମଚାରୀ ମଦ ପିଇ ଆସିବେ ତେବେ ସେମାନଙ୍କ ଚାକିରି ଯିବ। ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।