ଭୁବନେଶ୍ୱର : ସିବିଆଇ ଜେରା ପରେ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଯେ ସିସୋର ଲିଙ୍କ ନେଇ ସିବିଆଇ ଅଧିକାରୀ କରିଥିଲେ ପ୍ରଶ୍ନ l ୨୦୧୩ରେ କଟକରେ ସିସୋର ନୈ।ବିହାର ପାଇଁ ସରକାର କରିଥିଲେ ଚୁକ୍ତି l ସମସ୍ତ ତଥ୍ଯ ପର୍ଯ୍ୟଟନ ବିଭାଗରେ ରହିଛି l ପୂର୍ବରୁ ଯେତେ ଥର ତଥ୍ଯ ମାଗିଛି ସିବିଆଇକୁ ଦିଆ ହୋଇଛି lସିବିଆଇ ତଦନ୍ତକୁ ସବୁ ବେଳେ ସହଯୋଗ କରାଯାଇଛି l ବର୍ତମାନ ଆଇସୋଲେସନରେ ଥିବା ବେଳେ ହଠାତ ସିବିଆଇ ଅଧିକାରୀ ଆସି ପଚାରି ଥିଲେ l