ସମସ୍ତ ବିଜେଡି ସଦସ୍ୟ ଗୃହରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ : ମୁଖ୍ୟମନ୍ତ୍ରୀ…

- Advertisement -

() ବିଧାନସଭା ଅଧିବେଶନ ସମୟ ରେ ସମସ୍ତ ବିଜେଡି ସଦସ୍ୟ ଗୃହରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଉପନିର୍ବାଚନ ସମୟ ଥିଲେ ବି ନିଜେ ଆସି ଗୃହରେ ଭାଗ ନେଇ ଅଞ୍ଚଳ ର ମୂଦା ଉଠାନ୍ତୁ।ମନ୍ତ୍ରୀ ମାନେ ବି ଉପସ୍ଥିତ ରହି ପ୍ରଶ୍ନ ର ଉତ୍ତର ରଖିବାକୁ ବି ମନ୍ତ୍ରୀ ଗଣ କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles