ବିଧାନସଭା ପାଇଁ କଂଗ୍ରେସ ତୟାର……….

- Advertisement -

ଭୁବନେଶ୍ୱର : -ଶୀତ କାଳୀନ ବିଧାନସଭା ଅଧିବେଶନ ପାଇଁ କଂଗ୍ରେସ ର ରଣନୀତି ନେଇ କଂଗ୍ରେସ ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ତାଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଙ୍କ ବ୍ୟତୀତ ଅନ୍ୟ ୮ ଜଣ ବିଧାୟକ ଉପସ୍ଥିତ ଥିଲେ।

ବିଭିନ୍ନ କ୍ଷେତ୍ରରେ କଂଗ୍ରେସ ବିଧାନସଭାରେ ଶାସକ ଦଳକୁ ବିଧାନସଭାରେ ଘେରିବ। କିନ୍ତୁ ବିଶେଷ କରି କୋଭିଡି କୀଟ ଦୁର୍ନୀତି,କେନ୍ଦ୍ର ସରକାରଙ୍କ ଚାଷୀ ବିଲ, ପୁରୀ ହାଜତ ମୃତ୍ୟୁ ମାମଲା କୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବ ବୋଲି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ
ତାରା ବାହିନୀ ପତି ଗଣମାଧ୍ୟମ କୁ ପ୍ରକାଶ ସୂଚନା ଦେଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles