ବିଧାନସଭା ରେ ପୁଣି ହୋହଲ୍ଲା : ଗୃହକାର୍ଯ୍ୟ 11 ଟା 30 ପର୍ଯ୍ୟନ୍ତ ମୁଲତବୀ

- Advertisement -

ଭୁବନେଶ୍ୱର :ବିଧାନସଭା ରେ ପୁଣି ହୋହଲ୍ଲା। ଚାଷୀ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ କଲେ ନାରାବାଜି। ଗୃହ ଆରମ୍ଭ ରୁ ହୋହଲ୍ଲା।ଗୃହକାର୍ଯ୍ୟ 11 ଟା 30 ପର୍ଯ୍ୟନ୍ତ ମୁଲତବୀ। ତିନି ମିନିଟ ଗୃହ ଚାଲିବା ପରେ ହେଲା ମୁଲତବୀ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles