ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ….

- Advertisement -

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ପଜିଟିଭ ।ସେମାନେ ଯାଜପୁରର ୧୬,ଖୋର୍ଦ୍ଧା-୧୩,କେନ୍ଦ୍ରାପଡ଼ା- ୧୧,ଗଞ୍ଜାମ- ୯,ଦେବଗଡ଼-୮,କଟକ-୯,ଜଗତସିଂହପୁର- ୭,ବାଲେଶ୍ବର- ୬,ବରଗଡ଼-୬,ବଲାଙ୍ଗିର- ୬,କେନ୍ଦୁଝର-୪,ନୟାଗଡ଼-୩,କୋରାପୁଟ-୧,ସମ୍ବଲପୁର-୧,ସୁନ୍ଦରଗଡ଼- ୧ ଲେଖାଏଁ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହା ସହ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୯୩କୁ ପହଞ୍ଚିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles