ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ : ସମ ଅଲ୍ଟିମଟେ ମେଡିକାୟରରେ ସଫଳ ଚିକିତ୍ସା
ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ--
ସମ ଅଲ୍ଟିମଟେ ମେଡିକାୟରରେ ସଫଳ ଚିକିତ୍ସା
ଭୁବନେଶ୍ୱର : ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା...
ଫାଲଗୁନରେ ଫଗୁ :ମନରେ ଆନନ୍ଦର ମାହୋଲ..
ଶୀତକୁ ବିଦାୟ । ଋତୁରାଜ ବସନ୍ତ ସ୍ୱାଗତ । ସବୁଠି ନୂଆ ଉତ୍ସାହର ମାହୋଲ । ଆଉ ଏହି ଆନନ୍ଦକୁ ସାଙ୍ଗରେ ନେଇକିି ଆସେ ହୋଲି । ହୋଲି ହେଉଛି ଖୁସି, ଆନନ୍ଦ,ଭାଇଚାର,...
ଆଇ ଲଭ ୟୁ ପଖାଳ…..
ଓଡ଼ିଆଙ୍କ ପ୍ରଥମ ଖାଦ୍ୟ ହେଉଛି ପଖାଳ । ପ୍ରତ୍ୟେକ ଓଡ଼ିଆ ଯାହା ଖାଆନ୍ତୁଉ କି ନଖାଆନ୍ତୁ ପଖାଳ କଂସାଏ ଖାଇବା ପାଇଁ ସବୁବେଳେ ବ୍ୟାକୁଳ । କି ଖରା କି ବର୍ଷା ପଖାଳ...
ମହିଳାଙ୍କ ପେଟରୁ ତୃତୀୟ ଥର ବଡ ଟ୍ୟୁମର ବାହାର କଲେ ସମ୍ ହସ୍ପିଟାଲର ସର୍ଜନ
ଭୁବନେଶ୍ୱର: ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନରଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍...
୨୫ ବର୍ଷପରେ ନାଗାର୍ଜୁନ ବେଶ……
ଭୁବନେଶ୍ୱର : ୨୫ ବର୍ଷପରେ ନାଗାର୍ଜୁନ ବେଶ l ୧୯୯୪ ମସିହା ପରେ ୨୦୨୦ ଆର୍ଥତ ୨୫ ବର୍ଷ ପରେ ମହାପ୍ରଭୃ ପୁଣିଥରେ ନାଗାର୍ଜୁନ ବେଶରେ ହୋଇଛନ୍ତି । ଶାସ୍ତ୍ର ଅନୁସାରେ ଯେଉଁବର୍ଷ...
କାହିଁକି ଡିସେମ୍ବର ଦ୍ଵିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ନିରୋଜ ମିଶ୍ର କଣ କହିଲେ ପଡନ୍ତୁ..
କାହିଁକି ଡିସେମ୍ବର ଦ୍ଵିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ
କୋରନା ସେକେଣ୍ଡ ୱେଭ ଆସିବା ଆଶଙ୍କା କାହିଁକି ଚିନ୍ତା ବଢ଼ାଉଛି
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା
ଆକଳନ କରାଯିବାର କାରଣ ହେଉଛି
1 - ଶୀତଦିନେ ଭାଇରଲ...
ସ୍କୃତି ଯୋଡ଼ୁଛି ସମ୍ପର୍କ….
ସମୟ ସ୍ରୋତରେ ମଣିଷର ଜୀବନ ଆଗକୁ ବଢିଚାଲେ । ବିଭିନ୍ନ ସାମାଜିକ ପ୍ରକ୍ରିୟା ଦେଇ ମଣିଷକୁ ଗତି କରିବାକୁ ପଡ଼େ । ଦୁଃଖ ସୁଖର ଜୀବନ ମଧ୍ୟରେ ପଛରେ ଛାଡ଼ିଯାଏ କିଛି ସ୍କୃତି...
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର :ବୋଲବମ୍ ଭକ୍ତଂକୁ ଝୁରୁଛନ୍ତି ଭୋଳାବାବା
ଭୁବନେଶ୍ୱର: ବୋଲବମ ,ହରହର ବମ ଡାକ ଆଜି ଶୁଭୁନାହିଁ।କି କୌଣସି ଶିବ ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଦେଖାଯାଉନି। କହିବାର ମାନେ ହେଉଛି ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଲୋକ ଗହଳିରେ...
କରୋନା ଉଜାଡ଼ି ଦେଲା ଯାତ୍ରା କଳାକାର ସଂସାର
ଭୁବନେଶ୍ୱର : ଦିନେ ଚକ ମକ ଆଲୁଅରେ ହଜାର ହଜାର ଦର୍ଶକଙ୍କର ମନରଞ୍ଜନ କରୁଥିଲେ। ଲୋକଙ୍କ କର ତାଳିରେ ଫାଟି ପଡୁଥିଲା ଯାତ୍ରା ପେଣ୍ଡାଲ। ହେଲେ ଏବେ କରୋନା ମହାମାରୀ ଏ ସବୁରେ...
ମୋନାଙ୍କ ପଡିଲା ହାତଗଣ୍ଠି..
ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ମୋନା ସିଂ । ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ ଇଣ୍ଡିଆର ବ୍ୟାଙ୍କର ଶ୍ୟାମଙ୍କୁ ଶୁକ୍ରବାର ବିବାହ କରିଛନ୍ତି...