ଲିଭୁଛି ଜ୍ୟୋତି : ଯାଇପାରେ ମନ୍ତ୍ରୀ ପଦ !
ଭୁବନେଶ୍ୱର : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଦୁଇ ମହିଳା ହାଇଦ୍ରାବାଦ ଯାଇଥିଲେ। ସେହି ଦୁଇ ମହିଳା କିଏ। କାହିଁକି ତାଙ୍କୁ ସରକାରୀ ଅର୍ଥରେ ଓ କେଉଁ...
ବିଧାନସଭାରେ ଟୋକନ ତାତି : ଶାସକ ଓ ଶାସକ ମୁହାଁମୁହିଁ
ଭୁବନେଶ୍ୱର : ଟୋକନ ଇସ୍ୟୁ ତଥ୍ୟକୁ ନେଇ ମୁହାଁମୁହିଁ ବିଜେଡି ଵିଧାୟକ ଦେବେଶ ଆଚାର୍ଯ୍ୟ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଚାଷୀଙ୍କ ଭିତରେ ଦୁଃଖ, ଉଦବେଗ ସହ ଆକ୍ରୋଶ ବି ରହିଛି।...
ଫେରିଲା ରତ୍ନଭଣ୍ଡାର ରାଜନୀତି….
ଭୁବନେଶ୍ୱର : ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା...
ବିଧାନସଭାରେ ବିଜେଡି-ବିଜେପି ଉପରେ କଣ କହିଲେ ନରସିଂହ
ଭୁବନେଶ୍ୱର :ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳିଛି। କେନ୍ଦ୍ର ଅବହେଳା ଆଉ ଶୁଭୁ ନାହିଁ। ମହାନଦୀ ବଂଶଧରା ଜଳ ବିବାଦକୁ ନେଇ ଗୃହ ଉଠୁଥିଲା ପଡୁଥିଲା। ଶାସକ ଦଳ ଗୃହ ମଧ୍ୟ...
ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…..
ମହାରାଷ୍ଟ୍ର :ଭୁବନେଶ୍ୱର : ରାତିରେ ବଦଳିଗଲା ମହାରାଷ୍ଟ୍ର ମହା ରାଜନୀତିର ଡ଼୍ରାମା । ସମସ୍ତେ ଜାଣିଥିଲେ ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବ । ହେଲେ ରାତିରେ ବଦଳିଗଲା ନିଷ୍ପତି ।...
ଗଣତନ୍ତ୍ର ମନ୍ଦିରରେ ନବୀନଙ୍କ ମହତ ବାଣୀ : ବିରୋଧୀଙ୍କୁ ଆହ୍ୱାନ ନାରୀଙ୍କୁ ନେଇ କରନାହିଁ ରାଜନୀତି
ଭୁବନେଶ୍ୱର :ଭୁଲିଯାଅନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି। ଜଣେ ବରିଷ୍ଠ ମନ୍ତ୍ରୀ ଭାବେ କହୁଛି, ବିଧାନସଭାରେ ଉଚ୍ଚସ୍ତରୀୟ ଆଲୋଚନା ହେଉ। ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି କରା ନଯାଉ। ମହିଳାଙ୍କ ବିରୋଧରେ...
ଶଙ୍କରାଚାର୍ଯ୍ୟ ମୁଖପାତ୍ରଙ୍କ ବିରୋଧରେ ସ୍ବାଧୀକାରଭଙ୍ଗ ନୋଟିସ ଦେଲେ ନରସିଂହ..
ଭୁବନେଶ୍ୱର :ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ ରଥଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗଣମାଧ୍ୟମରେ ସେ ମୋ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।...
ଟୋକନ ପ୍ରତ୍ୟାହାର ନେଇ ବିଧାନସଭାରେ ଝଡ଼…
ଭୁବନେଶ୍ୱର :ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକନ ବ୍ୟବସ୍ଥା ନେଇ ବାହାରେ ମନ୍ତବ୍ୟ ଦେଲେ କିପରି। ବିନା ଟୋକନରେ ଧାନ ବିକ୍ରି କରିପାରିବେ ବୋଲି କହିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ...
ଆମେ ବିଧାନସଭା ଆସିବୁ କାହିଁକି : ବିଜେଡି ଉମା ସାମନ୍ତରାୟ
ଭୁବନେଶ୍ୱର :ପ୍ରଶ୍ନକାଳରେ କହିବାକୁ ସୁଯୋଗ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କଲେ ବିଜେଡି ବିଧାୟକ ଉମା ସାମନ୍ତରାୟ। 13 ତାରିଖରୁ ଆଜି ଯାଏ ମିଳିଲାନି ସୁଯୋଗ। ଆମେ ବିଧାନସଭା ଆସିବୁ କାହିଁକି ବୋଲି...
ଅଧିକ ବାତ୍ୟାସ୍ଥଳୀ ହେବାର ପ୍ରସ୍ତାବ ନାହିଁ : ରାଜସ୍ୱମନ୍ତ୍ରୀ
ଭୁବନେଶ୍ୱର : ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଓଡ଼ିଶାର 6ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ,...