ଭୁବନେଶ୍ୱର : ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ CBI ଚଢ଼ାଉ କରିଛି l Seashore Chit Fund ମାମଲାରେ ତାଙ୍କ Unit1 ସରକରୀ ବାସଭବନରେ ସକାଳ 8ଟାରୁ ଚଢ଼ାଉ ଚାଲିଛି। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ର ଘଟେଶ୍ୱର ଘାଟ ନୌବିହାର ବୋଟିଂ ପ୍ରକଳ୍ପ Seashore କମ୍ପାନୀକୁ ଲିଜ ଦେଇଥିବା ଅଭିଯୋଗ ସୂଚନା l ଦୀର୍ଘ ବ୍ୟବଧାନ ପରେ ଓଡ଼ିଶାରେ ସିବିଆଇ ପୁଣି ଚଳାଞ୍ଚଳ ହୋଇଥିବାରୁ ନେତାଙ୍କ ମନରେ ଛନକା ପଶିଛି l