- Advertisement -
() ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି
ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏପ୍ରିଲ 15 ତାରିଖରେ ସମସ୍ତେ ବୁଲିବା କୁ ଯିବେ । 6 ତାରିଖ ସୁଦ୍ଧା ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟ କୁ ଜଣାଇବା କୁ ନିର୍ଦ୍ଦେଶ । ବିଧାନସଭାରେ ବାଚସ୍ପତିଙ୍କ ଘୋଷଣା।