ପୁଣି ଭକ୍ତ ଦାସଙ୍କୁ ଗୁରୁ ଦାୟିତ୍ୱ : ହେଲେ ବିହାର ପ୍ରଭାରୀ

- Advertisement -

ଭୁବନେଶ୍ୱର :ବିହାରର କଂଗ୍ରେସ ପ୍ରଭାରୀ ଭାବେ ନିଯକ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ । ଏନେଇ ଅଖିଳ ଭାରତୀୟ କଂଗ୍ରସ କମିଟି (AICC)ପକ୍ଷୁରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି। ତାଙ୍କ ନିଯୁକ୍ତିକୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନୁମୋଦନ ଦେଇଛନ୍ତି ।ପ୍ରଭାରୀବିହାରର କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ଥିବା ଶକ୍ତି ସିଂ ଗୋହିଲିଙ୍କ ସ୍ଥାନରେ ଭକ୍ତଙ୍କୁ ମିଳିଛି ଏହି ଦାୟିତ୍ବ । ପୂର୍ବରୁ ମଧ୍ଯ ଭକ୍ତ ଏଆଇସିସିର ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ସାଂଗଠନିକ ଦାୟିତ୍ବ ତୁଲାଇ ସାରିଛନ୍ତି ।    ଏହାସହ ସେ ମଣିପୁର ଓ      ମିଜୋରାମର ଅତିରିକ୍ତ ଦାୟିତ୍ୱ      ତୁଲାଉଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles