ନବୀନଙ୍କ ଆହ୍ୱାନକୁ ସମର୍ଥନ କଲେ ଧର୍ମେନ୍ଦ୍ର….

- Advertisement -

ନବୀନଙ୍କ ଆହ୍ୱାନକୁ ସମର୍ଥନ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ତଥା ଶନିବାର ଦିନ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ବନ୍ଦେ ମାତାରାମ ଗାଇବା ପାଇଁ ଆହ୍ୱାନ କରିଛନ୍ତି। ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି ।ଏହାକୁ ଗାନ କରିବା ପାଇଁ ରାଜ୍ୟବାସୀ ଏବଂ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ସାରା ଦେଶରେ କରୋନା ମୁକାବିଲା କରିବାରେ ଓଡ଼ିଶା ଏକ ଉଦାହରଣ କରିଛି
।କାରଣ ବର୍ତ୍ତମାନ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ରାଜ୍ୟରେ ଅଧିକା। ଏହାର ସମସ୍ତ ଶ୍ରେୟ କରୋନା ଯୋଦ୍ଧାମାନଙ୍କୁ ଯିବ। ଯେଉଁମାନେ କି ଦିନ ରାତି ପରିଶ୍ରମ କରୁଛନ୍ତି ।ସେହି ମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ଶନିବାର ଦିନ ସନ୍ଧ୍ୟା ୫.୩୦ ବନ୍ଦେ ମାତାରାମ ଗାନ କରିବାକୁ କହିଛନ୍ତି। ଯାହାକୁ ରାଜନୀତିରୁ ଉର୍ଦ୍ଧରେ ଉଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଛନ୍ତି। ଏବଂ ଓଡ଼ିଶାବାସୀଙ୍କୁ ମଧ୍ୟ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles