( )ବିଧାନସଭା ସଂପର୍କରେ ବାଚସ୍ପତି ବୈଠକ ଡାକିଥିଲେ ।ପୂର୍ବ ଅଧିବେଶନ ଭଳି ଏଥର ଅଧିବେଶନ ଲାଗି କିପରି କୋଭିଡ ଟେଷ୍ଟ ହେବ ସେନେଇ ଆଲୋଚନା ହୋଇଛି । ସବୁ ସଦସ୍ୟ , ସେମାନଙ୍କ କର୍ମଚାରୀ, ବିଧାନସଭା କର୍ମଚାରୀ, ଗଣମାଧମ ପ୍ରତିନିଧି, ସେମାନଙ୍କ ଆର ଟି ପିସିଆର ଟେଷ୍ଟ ହେବା ନେଇ ଆଲୋଚନା ହୋଇଛି । ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି ।କୋଭିଡ ସ୍ଥିତି ନେଇ ସରକାର ତିକ୍ଷଣ ନଜର ରଖିଛନ୍ତି । ସେଥିପାଇଁ ସଂକ୍ରମଣ ନିୟନ୍ତ୍ରଣ ରେ ଅଛି । ଯେଉଁଠି ବଢୁଛି ସେଠି ଦୃଷ୍ଟି ଦିଆଯାଇଛି । ସଂକ୍ରମଣ ରୋକିବାକୁ ଯାହା ଦରକାର ସେ ପଦକ୍ଷେପ ନେବକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ।
ଆରକେ ଶର୍ମା,ଏସିଏସ ସହେଲଥ