ଭୁବନେଶ୍ୱର : ଦୀର୍ଘ ଦୁଇ ବର୍ଷର ସଂଘର୍ଷ ପରେ ଶେଷରେ ଶେଷ ନିଶ୍ଵାସ ତ୍ୟାଗ କଲା କାଳିଆ। କଟକ ବଡ଼ଡାକ୍ତରଖାନରେ 9:10ରେ ଦେହାନ୍ତ ହୋଇଛି l 2017 କାଳିଆର ପ୍ରଥମ ଅପରେସନ କରିଥିଲେ l 25ଘଣ୍ଟା ଧରି ଅପରେସନ ହୋଇଥିଲା l କାଳିଆ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଛାଡିଆଡେ ଶୋକର ଛାୟା ଖେଳିଯାଇଛି l ତେବେ ଜଗା ସୁସ୍ଥ ଅଛି l