ଦାୟିତ୍ୱ ନେଲେ ମାନସ ମଙ୍ଗରାଜ….

- Advertisement -

ଭୁବନେଶ୍ୱର : ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ଦାୟିତ୍ୱ ନେଇଛନ୍ତି ମାନସ ମଙ୍ଗରାଜ l ଦାୟିତ୍ୱ ନେବା ପରେ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି l ମାନସ ମଙ୍ଗରାଜ ପୂର୍ବରୁ ବିଜେଡି ମିଡ଼ିଆ ଦାୟିତ୍ୱ ତୁଲାଇ ଆସିଛନ୍ତି l ଏବେ ସେ ସରକାର ଙ୍କ ବିଭିନ୍ନ ଯୋଜନା କିପରି ପ୍ରଚାର ଓ ପ୍ରସାର ହେବ ତାହାକୁ ସେ ଗୁରୁତ୍ୱ ଦେବେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles