ଭୁବନେଶ୍ୱର ଲୋକସେବା ଭବନରେ ଶେଷ ହୋଇଛି ମନ୍ତ୍ରୀ ସ୍ତରୀୟ ବୈଠକ l ବୈଠକରେ ୬ଟି ବିଷୟରେ ଆଲୋଚନା ହୋଇଛି l ସେଗୁଡିକ ହେଲା -ପ୍ରଥମ ହେଲା ଶ୍ରମିକ ମାନଙ୍କ ସମସ୍ୟା ,ବାହର ରାଜ୍ୟରେ ରହୁଥିବା ଶ୍ରମିକ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା ହୋଇଛିଅତ୍ୟବଶ୍ୟକିୟ ସାମଗ୍ରୀ, ଓ ମେଡ଼ିକାଲ ସାମଗ୍ରୀ ଆମଦାନୀ ନେଇ ହୋଇଛି ଆଲୋଚନା।ଏହାସହ ଅତ୍ୟବଶ୍ୟକିୟ ସାମଗ୍ରୀରେଟ ବୃଦ୍ଧି ନେଇ ଆଲୋଚନା ,ସରକାର ଖୁବଶୀଘ୍ର ପଦକ୍ଷେପ ନେବେ , ବିଏମସି ,ସିଏମସି ,କଲେକ୍ଟର ସ୍ତରରେ ଆମଦାନୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହସହ ଲକ ଡାଉନ ପାଳନ କୁ କଡାକଡି ପୋଲିସ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି l