ବାଲେଶ୍ୱରରେ ଜଣେ ବିଧାୟକଙ୍କୁ କରୋନା….

- Advertisement -

ବାଲେଶ୍ଵର : ରାଜ୍ୟରେ ଆଜି ପ୍ରଥମ ଥର ପାଇଁ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।  ଦୁଇ ଦିନ ତଳେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ଯାହାକି ଆଜି ପୋଜିଟିଭ ଆସିଛି। ଏ ନେଇ ସିଡିଏମଓ ସୂଚନା ଦେଇଛନ୍ତି। ଏହାପରେ ବିଧାୟକଙ୍କୁ ଚିକିତ୍ସା ପାଇଁ ଜ୍ୟୋତି କୋଭିଡ ହସ୍ପିଟାଲକୁ ଆଣିବାକୁ ପ୍ରଶାସନ ବ୍ୟବସ୍ଥା କରୁଛି। ସେ ଜଣେ ଜନପ୍ରତିନିଧି ହୋଇଥିବାରୁ ବିଧାୟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସମସ୍ତ ଗାଇଡ଼ଲାଇନ ଫଲୋ କରାଯିବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles