ଭୁବନେଶ୍ୱର : ଆଜି ଓଡ଼ିଶାକୁ ମୌସୁମୀ ଛୁଇଁଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଆଜି ପହଞ୍ଚିଛି।ଏ ନେଇ ପାଣିପାଗ ବିଭାଗ ସୂଚନା ସୂଚନା ଦେଇଛି। ପୂର୍ବରୁ ୧୧ କିମ୍ବା ୧୨ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ଅନୁମାନ କରିଥିଲା। ଶନିବାର ସୁଦ୍ଧା ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।