ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରତାପ..

- Advertisement -

()ବିଧାନସଭା ଶୂନ୍ୟକାଳ ରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଉଠାଇଲେ ପ୍ରସଙ୍ଗ। ୨୫ ଲକ୍ଷ ଭୂତ କାର୍ଡ ନେଇ ଉଠାଇଲେ ପ୍ରଶ୍ନ l ଯୋଗାଣ ମନ୍ତ୍ରୀ କହିଥିଲେ 6 ଲକ୍ଷ 70 ହଜାର ନୂଆ ଆବେଦନ କରିଥିଲେ, ତାଙ୍କୁ ସାମିଲ କରିବେ କି ? ଯଦି 25 ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡିକ ର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ l କାରଣ ଆଧାର କାର୍ଡ ଉପରେ ପ୍ରଶ୍ନ ଉଠୁଛି। ଯୋଗାଣ ମନ୍ତ୍ରୀଙ୍କୁ ଗୃହରେ ପ୍ରଶ୍ନ କଲେ ବିଜେଡି ବିଧାୟକ ପ୍ରତାପ ଦେବ l ଅନ୍ୟପଟେ ରାଜ୍ୟରେ 25 ଲକ୍ଷ ରୁ ଉର୍ଦ୍ଧ ଭୁତ ରାସନ କାର୍ଡ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ବ ତନ୍ତ୍ର eky ସିଷ୍ଟମ ରାଜ୍ୟ ସରକାର ଆପଣେଇଛନ୍ତି । ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଆମେ କାଟିବୁ ।ଯେଉଁମାନେ ଆବେଦନ କରିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ କାର୍ଡ ଯୋଗାଇ ଦେବୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles