ରାଜଧାନୀରେ ଲୁଚକାଳି ଖେଳୁଛି ବର୍ଷା…

- Advertisement -

ଭୁବନେଶ୍ୱର : ରାଜଧାନୀରେ ଲୁଚକାଳି ଖେଳୁଛି ବର୍ଷା l ଫଳରେ ଜନଜୀବନ ଅସ୍ତଵ୍ୟସ୍ତ ହୋଇପଡିଛି l କେତେବେଳେ ବର୍ଷା ହେଉଛି ଆଉ କେତେବେଳେ ଛାଡୁଛି ତାହା ଜଣା ପଡୁନାହିଁ l ଲଘୁଚାପ ଜନୀତ ବର୍ଷା ସାରା ଓଡିଶା ରେ ହେଉଛି l କୋରାପୁଟ ରୁ ରାୟଗଡା, ଯାଜପୁର ରୁ ବାଲେଶ୍ୱର ସବୁଠି ଖାଲି ବର୍ଷା ଆଉ ବର୍ଷା l ବର୍ଷା ପାଗ ଯୋଗୁଁ ବେପାର ମାନ୍ଦା ହୋଇଛି l ବର୍ଷା ଯୋଗୁଁ ବହୁ ନଦୀର ଜଳପତନ ବୃଦ୍ଧି ପାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles