- Advertisement -
ଭୁବନେଶ୍ୱର : ରଥଯାତ୍ରା ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା ରଥରେ ଆଜ୍ଞl ବିଜେ ହୋଇଛି l ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଚଳାଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥନେଇ ସହମତି ପ୍ରକାଶ କରିଛନ୍ତି l ତେଣୁ ଏଵେ କେବଳ ଅପେକ୍ଷା କୋର୍ଟଙ୍କ ରାୟକୁ l