( )ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଂଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିସତକୁ ଖସି ଆସିଛି । ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ମହାମାରୀ ଅନୁସାରେ ସଂକ୍ରମଣ ବଢିବ କମିବ । ଏହା ଏକ ବାୟୁ ବାହିତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା । ତେଣୁ ମାସ୍କ ବ୍ୟବହାର ନିହାତି ଦରକାର । ସ୍କୁଲ ଖୋଲିଲାଣି, ତେଣୁ ଅଭିଭାବଙ୍କ ଦାୟିତ୍ୱ ଲକ୍ଷଣ ଆସିଲେ ବାପମା ଟେଷ୍ଟ ଓ ଟ୍ରିଟ କରନ୍ତୁ। ଆମେ ଭିଡକୁ ଯିବା ନାହିଁ । ଚତୁର୍ଥ ଲହର ଏବେ ଆସିବା କହି ହେବ ନାହିଁ। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ କେଉଁ ଭ୍ୟାରିଏଣ୍ଟରେ ମୃତ୍ୟୁ ବରଣ କରିଛନ୍ତି ତାହା jenam seqencing କଲେ ଜଣା ପଡିବ । ମୃତ୍ୟୁ ଲୋକଙ୍କ ମଧ୍ୟରେ ସିଙ୍ଗଲ ଡୋଜ, ଡବଲ ଡୋଜ ଓ କିଛି ଟୀକା ନେଇ ନଥିବା ଲୋକୋ ବି ଅଛନ୍ତି ।
ବିଜୟ ମହାପାତ୍ର, ନିର୍ଦେଶକ, ଜନସ୍ଵାସ୍ଥ୍ୟ ବିଭାଗ