ଭୁବନେଶ୍ୱର : ରାଜ୍ୟପାଳଙ୍କ ଧର୍ମ ପତ୍ନୀ ସୁଶିଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ। ମୁଖ୍ୟମନ୍ତ୍ରୀ ଆଗତ କଲେ ଶୋକପ୍ରସ୍ତାଵ। ଶୋକପ୍ରସ୍ତାବ କୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ, କଂଗ୍ରେସ ଦଳର ନେତା ନରସିଂହ ମିଶ୍ର, ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଶୋକ ପ୍ରସ୍ତାବ ଆଗତ କରିଛନ୍ତି l ଶେଷରେ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା l ଏହା ସହ ଗୃହକୁ 3ଟା ପର୍ଯ୍ୟନ୍ତ ମୁଲତବୀ l