ଭୁବନେଶ୍ୱର : ନୟାଗଡ଼ର ପରୀ ବାପା ମାଙ୍କ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ଗୃହରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର l ନରସିଂହ କହିଛନ୍ତି ଯେ ବିଧାନସଭା ବାହାରେ ସ୍ୱାମୀ ସ୍ତ୍ରୀଙ୍କୁ ପୋଲିସ ଅଟକାଇଲା ।ଗୋଇନ୍ଦା କଣ କରୁଥିଲା ।ପୋଲିସ କଣ କରୁଥିଲା ? ଆମେ କଣ ସୁରକ୍ଷିତ ତ? ଆମକୁ ସୁରକ୍ଷା ଦିଆଯାଉ ?
କିଏ ବମ ପକେଇଲେ କଣ ହେବ l ଏପରି ରାଜ୍ୟର ଆଇନ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଥିଲେ l