ସ୍କୁଲ ବନ୍ଦ ନେଇ କଣ କହିଲେ ପ୍ରମିଳା…….

- Advertisement -

ଭୁବନେଶ୍ୱର :  ସ୍ୱାଭାବିକ ହେଲା ବିଧାନସଭା  । ରାଜ୍ୟର ପ୍ରାଥମିକ ଶିକ୍ଷାର ଏକତ୍ରିକରଣ ଏବଂ ସୁବ୍ୟବସ୍ଥିକରଣ ନୀତି,ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା। ପ୍ରସ୍ତାଵ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ।
ସ୍କୁଲକୁ ବନ୍ଦ କରାଯାଇନାହିଁ। ମିଶ୍ରଣ କରାଯାଇଛି। ବିଭିନ୍ନ ସ୍ଥାନରେ 8ଟି ଛାତ୍ରଛାତ୍ରୀରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି। ଯାହା ଯଥାର୍ଥ ନୁହେଁ। ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ,ସେଠାରେ ସ୍କୁଲ ଚାଲି ପାରିବ। ଯଦି କାହାର କିଛି ଅଭିଯୋଗ ରହିଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ। ସେଇଠି ସମାଧାନ ହୋଇପାରିବ। ପ୍ରସ୍ତାବ ଆଲୋଚନା ଆରମ୍ଭ କରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହା କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles