ଦାଦନ ଶ୍ରମିକଙ୍କ ତଥ୍ୟକୁ ନେଇ ଉଠିଲା ପ୍ରଶ୍ନ : ଠିକ ତଥ୍ୟ ଦେବାକୁ ଦାବି କଲେ ବିଜେଡି ବିଧାୟକ

- Advertisement -

ଭୁବନେଶ୍ୱର : ଦାଦନ ଶ୍ରମିକଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲ। କରୋନା ସମୟରେ ରାଜ୍ୟକୁ 8 ଲକ୍ଷ 53 ହଜାର 777 ଜଣ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଥିବା ରାଜ୍ୟ ସରକାର କହୁଛନ୍ତି। ହେଲେ ବିଧାନସଭା ତଥ୍ୟରେ ବିଭାଗୀୟ ମନ୍ତ୍ରୀ ଉତ୍ତରରେ କହୁଛନ୍ତି ଯେ ଗତ ସେପ୍ଟେମ୍ବର ମାସ ସୁଦ୍ଧା 2935 ପଞ୍ଜିକୃତ ଠିକାଦାରଙ୍କ ଜରିଆରେ ରାଜ୍ୟରେ 1 ଲକ୍ଷ 42 ହଜାର 869 ଜଣ ପ୍ରବାସୀ ଆନ୍ତରାଜ୍ୟ ଶ୍ରମିକଙ୍କ ପଞ୍ଜିକରଣ ହୋଇଛି। କେଉଟା ଠିକ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବୀ କରିଛନ୍ତି ପ୍ରଫୁଲ୍ଲ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles