ବିଶ୍ୱବିଦ୍ୟାଳୟର ଅଟୋନମିର ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ: ଅରୁଣ ସାହୁ…

  • ଭୁବନେଶ୍ୱର : ବିଧାନସଭାରେ ବିଶ୍ୱ ବିଦ୍ୟାଳୟ ବିଲ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ l  ବିଶ୍ୱବିଦ୍ୟାଳୟ ବିଲ ନେଇ ଆସିଲେ ବିଶ୍ୱବିଦ୍ୟାଳୟର ଅଟୋନମିର ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ ।ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ university ଆକ୍ଟ ଅନୁସାରେ ଚାଲିବ । ଏ ବିଲରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ । 3 ବର୍ଷରେ ରାଜ୍ୟ ସରକାର 1034 କୋଟି ଅନୁଦାନ ଦେଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles